Names of 10 diseases in English:
1. Common Cold/Influenza - ସର୍ଦ୍ଦି, ଥଣ୍ଡା
2. Alzheimer's - ଅକାଳ ବାର୍ଦ୍ଧକ୍ୟ ଘଟାଉଥିବା ମସ୍ତିଷ୍କ ରୋଗ
3. Diarrhoea - ଅତିରିକ୍ତ ତରଳ ଝାଡା
4. Diabetes - ମଧୁମେହ ରୋଗ
5. Tuberculosis - ଟି ବି (TB)
6. Jaundice - କାମଳ ରୋଗ
7. Pneumonia - ଫୁସ୍ ଫୁସ୍ ପ୍ରଦାହ
8. Typhoid - ଆନ୍ତ୍ରିକ ଜ୍ଵର
9. Malaria - ମ୍ୟାଲେରିଆ
10. Asthma - ଶ୍ଵାସରୋଗ